ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପରାମର୍ଶ କ୍ରମେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ଆସିକା, ବୁଗୁଡା, ପୋଲସରା, ସୋରଡା, ବଡଗଡ ବନାଞ୍ଚଳ ବିଭିନ୍ନ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଚରଣ କରୁଥିବା କୃଷ୍ଣସାର ମୃଗଙ୍କ ଗଣନା କାର୍ଯ୍ୟକ୍ରମ ଚଳିତ ବର୍ଷ ପାଇଁ ଅନୁଷ୍ଟିତ ହେବାକୁ ଥିବା ବେଳେ ଏହି ପରିପେକ୍ଷୀ ରେ ଏକ ପ୍ରଶିକ୍ଷଣ ଶିବିର ଚାରିମଇଲି ସ୍ଥିତ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଅନୁଷ୍ଟିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ଦ୍ୱାରା କୃଷ୍ଣସାର ମୃଗ ର ବାସ୍ତବ ସ୍ଥିତି ଜାଣି ହେବ ବୋଲି ବନ ବିଭାଗ ପକ୍ଷରୁ କହିଛନ୍ତି
କୃଷ୍ଣ ସାର ମୃଗ ଗଣନା ଆରମ୍ଭ,ଚାରିମଇଲି ସ୍ଥିତ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଅନୁଷ୍ଠିତ













Leave a Reply