ଅକ୍ଷର ବ୍ୟୁରୋ : ରାଜ୍ୟରେ ହାଲୁକା ବର୍ଷା ହେବ ସହ ଘନ କୁହୁଡି ସମ୍ଭାବନା | ୨୪ ଘଣ୍ଟାରେ ଘନ କୁହୁଡି ଓ ବର୍ଷା ହେବା ନେଇ ୩ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ | ଜଗତସିଂହପୁର ,କଟକ ,ଖୋର୍ଦ୍ଧା ଏହି ଜିଲ୍ଲାରେ ଘନ କୁହୁଡି ଆଶଙ୍କା ହୋଇଥିବା ବେଳେ ୮ ତାରିଖ ଯାଏଁ ୪ ଜିଲ୍ଲାକୁ ଘନ କୁହୁଡି ନେଇ ଚେତାବନୀ କରିଛି ପାଣିପାଗ ବିଭାଗ |
ରାଜ୍ୟରେ ହାଲୁକା ବର୍ଷା ସହ ଘନ କୁହୁଡି ସମ୍ଭାବନା : ୟେଲୋ ୱାଣ୍ଣିଂ ଜାରି କଲା ପାଣିପାଗ ବିଭାଗ












Leave a Reply