ଜେଜେବାପାଙ୍କୁ ବ୍ୟାଟ୍‌ରେ ଆକ୍ରମଣ, ମୃତ୍ୟୁ; ନାତୁଣୀଙ୍କ ଅଭିଯୋଗ- ‘ଦୀର୍ଘଦିନ ଧରି କରୁଥିଲେ ଅସଦାଚରଣ’

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୨୦ ବର୍ଷୀୟ ଜଣେ ଯୁବତୀ ନିଜ ୭୫ ବର୍ଷୀୟ ଜେଜେବାପାଙ୍କୁ କ୍ରିକେଟ୍ ବ୍ୟାଟ୍‌ରେ ଆକ୍ରମଣ କରିଥିବା…

Read More

ପଞ୍ଜାବ ସରକାରକୁ ହାଇକୋର୍ଟଙ୍କ ବଡ଼ ଝଟକା, OSDଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର CBI ତଦନ୍ତ

ଚଣ୍ଡୀଗଡ଼: ପଞ୍ଜାବର ଭଗବନ୍ତ ମାନ ସରକାର ପାଇଁ ଆସିଛି ବଡ଼ ଆଇନଗତ ଝଟକା। ମୁଖ୍ୟମନ୍ତ୍ରୀଙ୍କ ଓଏସଡି (OSD) ଏବଂ ତାଙ୍କ କିଛି ଅନ୍ତରଙ୍ଗ ସହଯୋଗୀଙ୍କ ବିରୋଧରେ ଆସିଥିବା…

Read More

ଦିଲ୍ଲୀରେ ମହିଳା ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ, କେନ୍ଦ୍ର ଓ ପୋଲିସକୁ କଡ଼ା ତାଗିଦ୍

ନୂଆଦିଲ୍ଲୀ: ଦିଲ୍ଲୀରେ ମହିଳା ଓ ନାବାଳିକାଙ୍କ ବିରୋଧରେ ବଢୁଥିବା ଅପରାଧକୁ ନେଇ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ସାମ୍ପ୍ରତିକ ଦୁଷ୍କର୍ମ ଘଟଣାକୁ ନେଇ କେନ୍ଦ୍ର…

Read More

ଅଜୟ ଦେବଗନଙ୍କ ‘ଦୃଶ୍ୟମ ୩’ର ଧମାକା, ମାତ୍ର ୨ ଦିନରେ ୧୧୨.୯୮ କୋଟି କଲେକସନ୍‌

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ବଲିଉଡ୍‌ର ବହୁପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩: ଦ କନକ୍ଲୁଜନ’। ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଏବଂ ଅଭିଷେକ ପାଠକଙ୍କ…

Read More

ଲଘୁଚାପ ବର୍ଷାରେ ଚାଷୀଙ୍କ ଉପରେ ଦାଉ! ବନ୍ୟାଜଳରେ ପଚିଗଲା ଧାନ, କ୍ଷତିପୂରଣ ଦାବି

କେନ୍ଦୁଝର: ପ୍ରକୃତିର ଦାଉରେ ପୁଣି ହତାଶ ହୋଇଛନ୍ତି ଚାଷୀ। ଲଘୁଚାପଜନିତ ଲଗାଣ ବର୍ଷା ପରେ ପାହାଡ଼ରୁ ମାଡ଼ିଆସିଥିବା ବନ୍ୟାଜଳ ଯୋଗୁଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାସଙ୍ଗ…

Read More

ଇମ୍ରାନଙ୍କ ମୁକ୍ତି ଦାବିରେ ପାକିସ୍ତାନରେ ପୁଣି ତାତିଲା ରାଜନୀତି, ଇସ୍ଲାମାବାଦ ମୁହାଁ ହଜାର ହଜାର PTI ସମର୍ଥକ

ଇସ୍ଲାମାବାଦ: ପାକିସ୍ତାନରେ ପୁଣିଥରେ ତୀବ୍ର ହୋଇଛି ରାଜନୈତିକ ଉତ୍ତେଜନା। ଜେଲରେ ବନ୍ଦ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ତାଙ୍କ ଦଳ ପାକିସ୍ତାନ ତେହରିକ୍-ଏ-ଇନସାଫ୍‌…

Read More

କ୍ୟାପ୍ଟେନ୍ ସ୍ମିତଙ୍କୁ ଆକ୍ରମଣ ପଛରେ ବଡ଼ ଷଡ଼ଯନ୍ତ୍ର! ତଦନ୍ତରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନରେ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ,…

Read More

ମେରବିଲରେ ମର୍ମନ୍ତୁଦ ଦୁର୍ଘଟଣା, ଡଙ୍ଗା ବୁଡ଼ି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

ଆସାମ: ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଗିଲାମରା ଅଞ୍ଚଳର ମେରବିଲରେ ଘଟିଛି ଦୁଃଖଦ ଡଙ୍ଗା ଦୁର୍ଘଟଣା। ଡଙ୍ଗା ଓଲଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ…

Read More

ଭୋଟର ତାଲିକାରୁ ନାମ କାଟିବା ନେଇ ବଡ଼ ମନ୍ତବ୍ୟ, ନୋଟିସ୍ ଓ ଶୁଣାଣି ବିନା ବାଦ୍ ଦିଆଯାଇପାରିବନି: ଜଷ୍ଟିସ୍ ଭୂୟାଁ

ହାଇଦ୍ରାବାଦ: ଭୋଟ୍ ଦେବାର ଅଧିକାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ। ଜଣେ ଭାରତୀୟ ନାଗରିକଙ୍କ ମତଦାନ ଅଧିକାର ସମ୍ବିଧାନର…

Read More

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, କ୍ଷତିପୂରଣ ଦାବିରେ ବନଖଣ୍ଡ କାର୍ଯ୍ୟାଳୟ ଆଗରେ ଧାରଣା

ଢେଙ୍କାନାଳ: ଢେଙ୍କାନାଳ କଲେଜ ବାଇପାସ୍ ନିକଟ ଶିବ ମନ୍ଦିର ପରିସରରେ ଥିବା କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ…

Read More
Social media & sharing icons powered by UltimatelySocial