ଆସନ୍ତାକାଲିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି; ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଅକ୍ଷର ବ୍ୟୁରୋ: ସୋମବାର ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ…

Read More

ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇପାରେ ଛାତ୍ରସଂସଦ ନିର୍ବାଚନ; ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ଚିଠି ନେଇ ଚର୍ଚ୍ଚା ।

ଅକ୍ଷର ବ୍ୟୁରୋ: ଚଳିତବର୍ଷ ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇପାରେ ଛାତ୍ରସଂସଦ ନିର୍ବାଚନ । ତେବେ ଗତକାଲି ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଆଦର୍ଶ ଆଚରଣ…

Read More

ଚଳିତ ବର୍ଷ ରଥଖଳା ସୁରକ୍ଷା ନିମନ୍ତେ ଲାଗିବ କ୍ୟାମେରା; ୧୨ଟି ଅତ୍ୟାଧୁନିକ ସିସିଟିଭି ସହ ୨ଟି PTZ କ୍ୟାମେରା ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ।

ଅକ୍ଷର ବ୍ୟୁରୋ: ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା । ଏହି ଦିନଠାରୁ ରଥ ନିର୍ମାଣ ପ୍ରକ୍ରିୟା ଜୋର୍ଦାର୍ ହେବ । ଏଥିନିମନ୍ତେ ଶ୍ରୀମନ୍ଦିର ନିକଟ ରଥଖଳାରେ…

Read More

ଆର ପାରିରେ ଭାରତୀୟ ସଙ୍ଗୀତ ଜଗତର ପ୍ରସିଦ୍ଧ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ।

ଅକ୍ଷର ବ୍ୟୁରୋ: ଭାରତୀୟ ସଙ୍ଗୀତ ଜଗତର ପ୍ରସିଦ୍ଧ କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି । ସବୁ ଦିନ ପାଇଁ ନୀରବି ଯାଇଛି ଭଏସ୍…

Read More

୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅକ୍ଷର ବ୍ୟୁରୋ: ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶନିବାର ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର୍ ଯୋଗେ କେନ୍ଦୁଝର ସହର ନିକଟ ବେଦାପଳସା ଫୁଟବଲ୍…

Read More

ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ; ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତି ଦିବ୍ୟସିଂହ ଦେବଙ୍କ ଚେତାବନୀ । 

ଅକ୍ଷର ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରି ଗଜପତି ମହାରାଜଙ୍କ କଡା ଚେତାବନୀ । ଏସମ୍ପର୍କରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଐକ୍ୟ ସ୍ଥାପନା ମଣ୍ଡଳୀ ବୈଠକରେ…

Read More

ରାଜଧାନୀର ପେଟ୍ରୋଲ ପମ୍ପରେ ମିଳିଲା ୫ କେଜି ଗ୍ୟାସ୍ ସିଲିଣ୍ଡର; ଉପକୃତ ହେବେ ହଷ୍ଟେଲ ଛାତ୍ରଛାତ୍ରୀ ଓ ଶ୍ରମିକ ।

ଅକ୍ଷର ବ୍ୟୁରୋ: ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିଲା ୫ କେଜି ଗ୍ୟାସ । ଗତ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Read More

ସପ୍ତାହେ ଯାଏଁ ତାତିରୁ ନାହିଁ ନିସ୍ତାର; ଗରମ ଓ ଗୁଳୁଗୁଳି ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

ଅକ୍ଷର ବ୍ୟୁରୋ: ସପ୍ତାହେ ଯାଏଁ ତାତିରୁ ନିସ୍ତାର ନାହିଁ । ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା । ପଣା ସଂକ୍ରାନ୍ତିଠାରୁ ଆହୁରି ଜାଳିବ…

Read More

ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ; ସୂଚନା ଦେଇ କହିଛନ୍ତି ପଞ୍ଚାୟତିରାଜ ଓ ଜଳଯୋଗାଣ ମନ୍ତ୍ରୀ ରବି ନାୟକ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ…

Read More

ଛାତ୍ରଛାତ୍ରୀଙ୍କୁ ମିଳିବ ନକଲ ଏସ୍ଏଲ୍‌ସି; ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ।

ଅକ୍ଷର ବ୍ୟୁରୋ: ନକଲ ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସ୍ଏଲ୍‌ସି) ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କର…

Read More
Social media & sharing icons powered by UltimatelySocial
Facebook
X (Twitter)