ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ରାଜ୍ୟପାଳ, ବିକାଶ ଓ କେନ୍ଦ୍ରୀୟ ଯୋଜନା ନେଇ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିକାଶ ସମ୍ବନ୍ଧୀୟ…

Read More

‘ଭାରତ ସ୍ମିତ୍ ମାଚ୍ଛରଙ୍କ ପାଇଁ ଗର୍ବିତ’, ସାହସୀ ପାଇଲଟଙ୍କୁ ମୋଦିଙ୍କ ସଲାମ

ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନରେ ଘଟିଥିବା ମଝିଆକାଶ ଘଟଣା ସମୟରେ ସାହସ ଦେଖାଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। Xରେ…

Read More

ସୁନ୍ଦରଗଡ଼ରେ ଭୟଙ୍କର ବୋଲେରୋ ଦୁର୍ଘଟଣା, ଜଣେ ମୃତ; ୫ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସନ୍ଧାପାନି ଘାଟିରେ ଆଜି ସକାଳୁ ଘଟିଛି ଏକ ଗୁରୁତର ସଡ଼କ ଦୁର୍ଘଟଣା। ଘାଟି ରାସ୍ତାରୁ ଏକ ବୋଲେରୋ ତଳକୁ…

Read More

ପାରିବାରିକ କଳହରୁ ବାପାଙ୍କୁ ଆକ୍ରମଣ ଅଭିଯୋଗ, ପୁଅ ଅଟକ

ରାୟଗଡ଼ା: ପାରିବାରିକ କଳହକୁ କେନ୍ଦ୍ର କରି ବାପାଙ୍କୁ ପୁଅ ଆକ୍ରମଣ କରିଥିବା ଅଭିଯୋଗ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ପେଣ୍ଡିଲି ଗ୍ରାମ ପଞ୍ଚାୟତ…

Read More

ଦିବ୍ୟାଙ୍ଗ-ବୟସ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ବଡ଼ ପଦକ୍ଷେପ, ଉତ୍ତର ଦ୍ୱାରରେ ହେବ ସୁଗମ ଦର୍ଶନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଦିବ୍ୟାଙ୍ଗ ଓ…

Read More

ସମାଧାନ ହେବ କି ମହାନଦୀ ଜଳ ବିବାଦ? ଆଜି ଦିଲ୍ଲୀରେ ବଡ଼ ବୈଠକ

ଅକ୍ଷର ବ୍ୟୁରୋ: ଦୀର୍ଘଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ଆଜି ଦିଲ୍ଲୀରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ…

Read More

ଆଫଗାନିସ୍ତାନରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍, ହେଲମଣ୍ଡରେ ଆବାସିକ ଘର ଟାର୍ଗେଟ୍ ଅଭିଯୋଗ

ଅକ୍ଷର ବ୍ୟୁରୋ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ସୀମା ଉତ୍ତେଜନା ମଧ୍ୟରେ ପୁଣି ଆସିଛି ଏୟାରଷ୍ଟ୍ରାଇକ୍‌କୁ ନେଇ ବିବାଦ। ଆଫଗାନିସ୍ତାନର ଦକ୍ଷିଣ ହେଲମଣ୍ଡ ପ୍ରଦେଶର ଗାର୍ମସିର…

Read More

ସାଳନ୍ଦୀର ଷଷ୍ଠ ବନ୍ୟାରେ ବେହାଲ ଭଦ୍ରକ, ୫ ଦିନ ହେଲା ଜଳବନ୍ଦୀ ୪୦ରୁ ଅଧିକ ପରିବାର

ଅକ୍ଷର ବ୍ୟୁରୋ: ସାଳନ୍ଦୀ ନଦୀରେ ଆସିଥିବା ଷଷ୍ଠ ବନ୍ୟାରେ ବେହାଲ ହୋଇପଡ଼ିଛି ଭଦ୍ରକ ଜିଲ୍ଲା। ତିହିଡି ବ୍ଲକ୍‌ର ବାରସର ପଞ୍ଚାୟତ ଅଧୀନ ୪ଟି ଗାଁର ୪୦ରୁ ଅଧିକ…

Read More

‘CWC ଯାହା ନିଷ୍ପତ୍ତି ନେବ, ମାନିବୁ’; ଦିଲ୍ଲୀ ବୈଠକ ପୂର୍ବରୁ କହିଲେ ଛତିଶଗଡ଼ CM

ଅକ୍ଷର ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ ନେଇ ଦିଲ୍ଲୀରେ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ।…

Read More

ଧରାକୋଟରେ ଝାଡ଼ାବାନ୍ତିର ଆତଙ୍କ, ୬ ଆକ୍ରାନ୍ତ; ୨ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର ପଟାଶାଳ ମଳିକ ସାହିରେ ଝାଡ଼ାବାନ୍ତିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଝାଡ଼ାବାନ୍ତିରେ ୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କ…

Read More
Social media & sharing icons powered by UltimatelySocial