ବିଚାରପତି ହେବା ପାଇଁ ୩ ବର୍ଷର ଓକିଲାତି ଆବଶ୍ୟକ ।

ବିଚାରପତି ହେବା ପାଇଁ ୩ ବର୍ଷର ଓକିଲାତି କରିବା ଆବଶ୍ୟକ । ବିଚାରପତି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ମଙ୍ଗଳବାର ସୁପ୍ରିମକୋର୍ଟ ନ୍ୟାୟପାଳିକାରେ ଯୋଗଦେବା କ୍ଷେତ୍ରରେ ଏଭଳି ରାୟ ଦେଇଛନ୍ତି ବିଚାରପତି । ସିଭିଲ ଜଜ୍ ନିଯୁକ୍ତ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି-ଆର ଗଭାଇ , ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନ ଓ  ଜଷ୍ଟିସ୍ ଏଜି ମାଶିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିତାରପତି ହେବାକୁ ହେଲେ ୩ ବର୍ଷର ଓକିଲାତି କରିଥିବା ଜରୁରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)