ପୁଣି ବଢିଲା ସୁନା ଦର, ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୯୯,୭୧୦ ଟଙ୍କାକୁ ବୃଦ୍ଧି ।

ପୁଣି ଚିନ୍ତା ବଢାଇଲା ସୁନା । ବଢିଲା ସୁନା ଦାମ୍‌ । ଜୁଲାଇ ୧୨ ଅର୍ଥାତ୍‌ ଶନିବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୯,୭୧୦ ଟଙ୍କା ରହିଛି । ଗତକାଲି ୯୯,୦୦୦ ଟଙ୍କା ଥିଲା । ଏଥିରେ ୭୧୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୧,୪୦୦ ଟଙ୍କା ରହିଛି । ଗତକାଲି ୯୦,୭୫୦ ଟଙ୍କା ଥିଲା । ଏଥିରେ ୬୫୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୪, ୭୯୦ ଟଙ୍କା ରହିଛି । ଗତକାଲି ୭୪, ୨୫୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୫୦୦ ଟଙ୍କା ରହିଛି । ଗତକାଲି ୧୨,୧୦୦ ଟଙ୍କା ଥିଲା । ଏଥିରେ ୪୦୦ ଟଙ୍କା ବୃଦ୍ଧି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)