ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଦୁର୍ବୃତ୍ତର ଧମକ । ୩ଟି କୋର୍ଟରୁମ୍ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍ରେ ଉଲ୍ଲେଖ । ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ ହେବା ନେଇ ଉଲ୍ଲେଖ । ବୋମା ଧମକ ପରେ ଖାଲି କରାଗଲା ଦିଲ୍ଲୀ ହାଇକୋର୍ଟ । ବିଚାରପତି, ଓକିଲ ଓ କର୍ମଚାରୀଙ୍କୁ ବାହାରକୁ ନେଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ହାଇକୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍ । ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ।
ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଧମକ ଦେଲେ ଦୁର୍ବୃତ୍ତ ।












Leave a Reply