ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବାରଣାସୀ ଯାଉଥିବା ବିମାନ । ଖରାପ ପାଗ ଯୋଗୁଁ ବିମାନର ଜରୁରୀକାଳୀନ ଅବତରଣ । କୁହୁଡି ପାଇଁ ମୁମ୍ବାଇ-ବାରଣାସୀ ଏୟାର ଇଣ୍ଡିଆ ବିମାନର ରୁଟ୍ ଡାଇଭର୍ଟ । ଅତ୍ୟଧିକ କୁହୁଡି କାରଣରୁ ବାରଣାସୀରେ ଲ୍ୟାଣ୍ଡିଂ କରିପାରିଲାନି ବିମାନ । ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । କୁହୁଡି ପାଇଁ ଭୁବନେଶ୍ୱରରୁ ୩ଟି ବିମାନ ବାତିଲ ହୋଇଥିବା ସୂଚନା ।
ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବାରଣାସୀ ଯାଉଥିବା ବିମାନ ।












Leave a Reply