ଟୋଲ୍‌ ଗେଟ୍‌ରେ PUCC ଫାଇନ୍‌ କମାଇବା ପାଇଁ ଚାଲିଛି ଯୋଜନା: ପରିବହନ ମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ସୂଚନା । ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ । ଟୋଲ୍‌ ଗେଟ୍‌ରେ PUCC ଫାଇନ୍‌ କମାଇବା ପାଇଁ ଚାଲିଛି ଯୋଜନା । ୧୦ ହଜାର ଟଙ୍କା ଫାଇନ୍‌କୁ କମ୍‌ କରିବାକୁ ଆଲୋଚନା ଚାଲିଛି । ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ କଡ଼ାକଡ଼ି ହୋଇଥିଲା PUCC ନିୟମ । ଯାହାର ଗାଡ଼ି ଅଛି, PUCC କରିବାକୁ କହିଥିଲେ ପରିବହନ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)