ଅକ୍ଷର ବ୍ୟୁୂରୋ: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ ୧୫ ଦିନ ବଢ଼ିବ ଅବଧି । ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଏହି ସମୟ ଅବଧି ବଢ଼ାଇ ପାରିବେ । ବିଳମ୍ବ କିମ୍ବା ସମସ୍ୟା ଯୋଗୁଁ ରାଜ୍ୟର ଚାଷୀଙ୍କୁ ବାଦ୍ ଦିଆଯିବ ନାହିଁ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଧାନ କିଣା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା ।












Leave a Reply