ଅକ୍ଷର ବ୍ୟୁରୋ: ସମସ୍ତ ଅଏଲ୍ ରିଫାଇନାରୀକୁ ଅଧିକ LPG ଉତ୍ପାଦନ ପାଇଁ ନିର୍ଦ୍ଦେଶ । ଅଧିକ LPG ଉତ୍ପାଦନ ନିର୍ଦ୍ଦେଶ ଦେଲା ପେଟ୍ରୋଲିୟମ୍ ମନ୍ତ୍ରାଳୟ । ବିଶେଷକରି ଘରୋଇ LPG ଉପଭୋକ୍ତାଙ୍କ ପାଇଁ ବଢ଼ାଇବାକୁ ନିର୍ଦ୍ଦେଶ । କଳାବଜାରୀ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନେଲା ମନ୍ତ୍ରାଳୟ । ସିଲିଣ୍ଡର ବୁକିଂ ପିରିୟଡକୁ ମଧ୍ୟ ୨୫ ଦିନକୁ ବୃଦ୍ଧି ଘୋଷଣା କରାଯାଇଛି । ଘରୋଇ ବାଦ୍ ହସ୍ପିଟାଲ୍ ଓ ସ୍କୁଲ୍ ଯୋଗାଣକୁ ଗୁରୁତ୍ୱ ନିର୍ଦ୍ଦେଶ । ଶିଳ୍ପ ଓ ରେଷ୍ଟୁରାଣ୍ଟକୁ LPG ଯୋଗାଣର ସମୀକ୍ଷା ନେଇ କମିଟି ଗଠନ କରାଯାଇଛି ।
ଅଧିକ LPG ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଲା ପେଟ୍ରୋଲିୟମ୍ ମନ୍ତ୍ରାଳୟ ।












Leave a Reply