ଅକ୍ଷର ବ୍ୟୁରୋ: ବରଗଡ଼ ଜିଲ୍ଲା ସୋହେଲା ଥାନା ଲେଖାପଥର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମାଆ-ପୁଅ ସ୍କୁଟିରେ ଯାଉଥିବାବେଳେ ଏକ ବୋରୱେଲ୍ ଗାଡି ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପଦ୍ମପୁର ସହରର ରିନୁ ମହାପାତ୍ର । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ ।
ସ୍କୁଟିକୁ ଧକ୍କା ଦେଲା ବୋରୱେଲ୍ ଗାଡି, ଜଣେ ମୃତ












Leave a Reply