ଅକ୍ଷର ବ୍ୟୁରୋ: ବାରିପଦା ଏନ୍ ଏଚ୍ ୧୮ ରାଗଧା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା। ଭାରସାମ୍ୟ ହରାଇ କାର୍ ଓଲଟି ଗୋଟିଏ ପରିବାରର ୬ ଆହତ। ଜଣେ ମହିଳା ଓ ୨ ଶିଶୁଙ୍କ ସମେତ ୬ ଆହତ, ୨ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ। ବିହାରରୁ ଜଗା ଦର୍ଶନ ପାଇଁ ପୁରୀ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଭାରସାମ୍ୟ ହରାଇ ଓଲଟିଲା କାର୍, ୬ ଆହତ












Leave a Reply