ଅକ୍ଷର ବ୍ୟୁରୋ: କଟକ ନରସିଂହପୁର ବ୍ଲକ ଘୋରାଡ଼ିଆ ମହାନଦୀ ଘାଟରୁ କୁମ୍ଭୀରକୁ ଉଦ୍ଧାର କଲା ବନବିଭାଗ । ଗାଁର କିଛି ଲୋକ ମହାନଦୀକୁ ଗାଧୋଇବାକୁ ଯାଇଥିବାବେଳେ କୁମ୍ଭୀରକୁ ଦେଖିଥିଲେ । ପରେ ବନବିଭାଗ କର୍ମଚାରୀ ପହଂଚି କୁମ୍ଭୀରକୁ ଉଦ୍ଧାର କରି କୁମ୍ଭୀରଟିକୁ ମହାନଦୀର ଗଭୀର ପାଣିରେ ଛାଡ଼ିଛି ବନବିଭାଗ ।
ନରସିଂହପୁର ଘୋରାଡ଼ିଆ ମହାନଦୀ ଘାଟରୁ କୁମ୍ଭୀର ଉଦ୍ଧାର













Leave a Reply