ଅକ୍ଷର ବ୍ୟୁରୋ: ବନ୍ଧା ହୋଇଛନ୍ତି କୁବେର ଖଣି ଅଧିକାରୀ ତଥା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ଅନ୍ୟାୟ ଟଙ୍କାରେ ଛିଡା କରିଥିଲେ ସାମ୍ରାଜ୍ୟ । ଆଉ ସେହି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଖଣି ଅଧିକାରୀ ଗିରଫ ନେଇ ଭିଜିଲାନ୍ସ ଏସ୍ପିଙ୍କ ସୂଚନା । ଏସ୍ପି କହିଛନ୍ତି ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍ ରେ ନଗଦ ଟଙ୍କା ଜବତରେ ସର୍ବାଧିକ ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ।












Leave a Reply