ହିଂସ୍ର ଜନ୍ତୁ ବାଘ ଆକ୍ରମଣରେ ବୃଦ୍ଧ ମୃତ

ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ବସନ୍ତପୁର ଗ୍ରାମର ସତୁରୀ ବର୍ଷ ବୟସ୍କ ବୃଦ୍ଧ ସାଧୁ ନାଏକ ଆଜି ଭୋର ସକାଳୁ ନିକଟସ୍ଥ ଗାଁ ଜଙ୍ଗଲକୁ ଶୌଚହେବାକୁ ଯାଇଥିବାବେଳେ ବାଘ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ତତ୍ପରେ ମୃତ ବୃଦ୍ଧଙ୍କ ଶରୀରକୁ ବାଘ ଖାଇଯାଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial