ଅକ୍ଷର ବ୍ୟୁରୋ: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର । ଦେଶର ୬ ସହରର ଏକ୍ୟୁଆଇ ସକାଳ ୯ଟା ସୁଦ୍ଧା ୩୦୦ ପାର କରି ଅତି ଖରପ ସ୍ତରରେ ପହଂଚିଛି । ଏହି ୬ ସହର ମଧ୍ୟରେ ଓଡିଶାର ୪ ସହର ରହିଛି । ୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୯ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ ସ୍ଥାନରେ ରହିଛି । ୩୨୪ ଏକ୍ୟୁଆଇ ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି । ସେହିପରି କଟକ ୩୦୪ ଓ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୨ ରହିଛି ।
ଦେଶରେ ପ୍ରଦୂଷଣର ରେକର୍ଡ ଭାଙ୍ଗିଲା ଓଡିଶାର ୪ ସହର:












Leave a Reply