ଅକ୍ଷର ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ସ୍ଥିତ ବେତନଟୀ ବଜାର ଭିଅତର ହାତରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ | ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏଟିଏମ୍ ଭିତରେ ପଶି ଗ୍ୟାସ କଟର ସାହାଯ୍ୟରେ କାଟି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା। ଆଜି ସକାଲରେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ କୁ ଖବର ଦେଇଥିଲେ | ଖବର ପାଇ ବେତନଟୀ ପୋଲିସ୍ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି | ଲୁଟ ସମୟର ଚିତ୍ର କ୍ୟାମେରାରେ କଏଦ ହୋଇଛି |
ବେତନଟୀ ଥାନା ହାଟ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ୍











Leave a Reply