ଅକ୍ଷର ବ୍ୟୁରୋ: ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱରରେ ଚାଲିଛି ତନାଘନା । ଦ୍ଵିତୀୟଥର ପାଇଁ ଏୟାରଫିଲ୍ଡ ଥାନାରେ ପହଞ୍ଚିଲା NIA ଟିମ୍ । RDX ଲିଙ୍କ ନେଇ NIAର ଚାଲିଛି ଖୋଳତାଡ଼ । ଜବତ ହୋଇଥିବା ସନ୍ଦିଗ୍ଧ ସ୍କୁଟିକୁ ନେଇ ଛାନଭିନ କରୁଛି ସ୍ଵତନ୍ତ୍ର ଟିମ୍ । ସେହନେବାଜ ସହ ସମ୍ପର୍କ ଥିବା ଦୁଇ ଯୁବକକୁ ପଚରାଉଚରା ପରେ ମିଳିଛି ତଥ୍ୟ । ଯେଉଁମାନେ କି ବିସ୍ଫୋରଣ ଦିନ ସେମାନଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ସେମାନଙ୍କୁ ପଚରାଉଚରା ପରେ ସୁରକ ପାଇଛି NIA । ଜବତ ହୋଇଥିବା ସ୍କୁଟି ଗାଡି ଟି ହେଉଛି ଅମୀୟ ମଲ୍ଲିକର ।
ଦ୍ଵିତୀୟଥର ପାଇଁ ଏୟାରଫିଲ୍ଡ ଥାନାରେ ପହଞ୍ଚିଲା NIA ଟିମ୍; RDX ଲିଙ୍କ ନେଇ ଚାଲିଛି ଖୋଳତାଡ଼ ।












Leave a Reply