ଅକ୍ଷର ବ୍ୟୁରୋ: ୬ ଦଫା ଦାବି ନେଇ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘର ଧାରଣା । ୫ ଦିନ ହେଲା ଧାରଣାରେ ବସିଛି ସଂଘ । ଟାଟା ପାୱାରର ୪ଟି ବିଦ୍ୟୁତ୍ ବିତରଣ ସଂସ୍ଥାରେ କାର୍ଯ୍ୟରତ ୧୦ ହାଜରରୁ ଉର୍ଦ୍ଧ୍ୱ ଠିକା ଶ୍ରମିକ ଧାରଣାରେ ଦେଇଛନ୍ତି । ବେଆଇନ ଛଟେଇ ଓ ସ୍ୱତନ୍ତ୍ର ଓଡିଶା ଆଉଟ ସୋର୍ସିଙ୍ଗ ମଡେଲ ଦାବିରେ ଧାରଣାରେ ବସିଛି ସଂଘ । ଅସହ୍ୟ ଖରା, ଗରମ ଗୁଳୁଗୁଳିରେ ୫ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟୁତ କର୍ମଚାରୀ ଧାରଣାରେ । ଛଟେଇ କର୍ମଚାରୀକୁ ନିଯୁକ୍ତି ଦାବିରେ ସଂଘ ଅଟଳ ରହିଛି ।
ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘର ଧାରଣା; ୫ଦିନ ହେଲା ଧାରଣାରେ ବସିଛି ସଂଘ ।












Leave a Reply