ଅକ୍ଷର ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ମାଆ ଓ ଝିଅ ମୃତ | ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଦୁଇ ଜଣ ସ୍କୁଟିରେ ଯାଉଥିବାବେଳେ ଧକ୍କା ଦେଲା ଟ୍ରକ୍ । ମୃତ ଦୁଇ ଜଣ ହେଉଛନ୍ତି କନ୍ଧପାଲିପଡ଼ାର ମାଆ ସୁମନ ନାଗ ଓ ଝିଅ ସ୍ମୃତି ନାଗ । ଦୁର୍ଘଟଣାସ୍ଥଳରୁ ଟ୍ରକ୍ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କୁଟିକୁ ଧକ୍କା ଦେଲା ଟ୍ରକ, ମାଆ ଓ ଝିଅ ମୃତ











Leave a Reply