ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଖଣ୍ଡଦେଉଳି ଗାଁର ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ଖଣ୍ଡଦେଉଳି ଗାଁର ଅନୁଜ ପ୍ରଧାନଙ୍କ ସ୍ତ୍ରୀ ଋତୁ ପ୍ରଧାନ(୩୭) । ଘଟଣାସ୍ଥଳରେ ଆସ୍କା ପୁଲିସ ଓ ଏସଡିପିଓ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଋତୁଙ୍କୁ କେହି ହତ୍ୟା କରି ପୋଫାଡ଼ି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ୍ ଋତୁଙ୍କ ସ୍ୱାମୀ ଅନୁଜଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି |
ଆସ୍କା ଖଣ୍ଡଦେଉଳି ଗାଁର ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ













Leave a Reply