ଜଳୁଛି ଉପକୂଳରୁ ପଶ୍ଚିମ ଓଡ଼ିଶା, ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି; ଦିନ ସାଢ଼େ ୧୧ଟା ସୁଦ୍ଧା ୪୧.୨ ଡିଗ୍ରି ସହ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଉପର ମୁହାଁ ତାତି । ସକାଳୁ ସକାଳୁ ଖରା, ଗରମ, ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୮ଟା…

Read More

ଆସନ୍ତାକାଲିଠୁ ରତ୍ନଭଣ୍ଡାର ଗଣତି ମଣତି ସ୍ଥଗିତ,ଜୁନ୍ ମାସରେ ପୁନର୍ବାର ଆରମ୍ଭ ହେବ ଗଣତି କାର୍ଯ୍ୟ; ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲିଠୁ ରତ୍ନଭଣ୍ଡାର ଗଣତି ମଣତି ସ୍ଥଗିତ । ଗଣତି ସ୍ଥଗିତ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟା ଜୁନ୍…

Read More

କମିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ରେ ଗାଡ଼ି ସଂଖ୍ୟା; ପ୍ରଥମେ ୧୨ ରୁ ୭ ଏବେ ମାତ୍ର ୪ଟି ଗାଡିରେ ସୀମିତ ଅଛି ।

ଅକ୍ଷର ବ୍ୟୁରୋ: ଇରାନ-ଆମେରିକା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଦେଖା ଦେଇଥିବା ତୈଳ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ ପାଇଁ ଆହ୍ୱାନ ଦେଇଛନ୍ତି…

Read More

ଶିକ୍ଷକ ବଦଳି ପ୍ରକ୍ରିୟା ଅବହେଳାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ; ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ…

Read More

ଅଂଶୁଘାତରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ବନ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ ।

ଅକ୍ଷର ବ୍ୟୁରୋ: ଅଂଶୁଘାତରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ବନ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ । ମାଲକାନଗିରି ଜିଲ୍ଲାରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା…

Read More

ମନଇଚ୍ଛା ବଦଳି ଉପରେ ରୋକ ଲଗେଇଲେ ରାଜ୍ୟ ସରକାର; ସଚିବାଳୟ ବା କୌଣସି ନିର୍ଦ୍ଦେଶାଳୟରେ ୩ବର୍ଷ ରହିପାରିବେନି ଅଫିସର ।

ଅକ୍ଷର ବ୍ୟୁରୋ: ମନଇଚ୍ଛା ବଦଳି ଉପରେ ରୋକ ଲଗେଇଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ…

Read More

ପୋଲିସ୍ SI ସ୍କାମ୍ ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୭ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।

ଅକ୍ଷର ବ୍ୟୁରୋ: ପୋଲିସ୍ SI ସ୍କାମ୍ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୧୭ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।…

Read More

ସକାଳୁ ସକାଳୁ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି; ପେଟ୍ରୋଲ ଲିଟର ପ୍ରତି ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି ।

ଅକ୍ଷର ବ୍ୟୁରୋ: ସାଧାରଣ ଜନତାଙ୍କ ପକେଟ୍‌ ଉପରେ ଶକ୍ତ ଧକ୍କା । ପୁଣି ବଢ଼ିଲା ତେଲ ଦର । ସକାଳୁ ସକାଳୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ…

Read More

ସକାଳ ୯ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରୀ ରେର୍କଡ; ଅଧିକ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ବଢୁଛି ହିଟ୍ ଇଣ୍ଡେକ୍ସ ।

ଅକ୍ଷର ବ୍ୟୁରୋ: ଖରା ତାତି ସହ କଲବଲ କରୁଛି ଗୁଳୁଗୁଳି । ଅଧିକ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ବଢୁଛି ହିଟ୍ ଇଣ୍ଡେକ୍ସ । ଆଉ…

Read More

ରାଜ୍ୟରେ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିସଂଖ୍ୟା ୩; ୧୬ଟି ଅଭିଯୋଗ ମଧ୍ୟରୁ ୧୩ଟି ଅଭିଯୋଗର ତଦାରଖ କରାଯାଉଛି ବୋଲି କହିଛନ୍ତି ଡେପୁଟି SRC ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଅଂଶୁଘାତ ମୃତ୍ୟୁସଂଖ୍ୟା ୩ ଛୁଇଁଲା । ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ମୃତ । ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ…

Read More
Social media & sharing icons powered by UltimatelySocial
Facebook
X (Twitter)