୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ! ଗଭୀର ଅବପାତ ନେଇପାରେ ରୂପ, ବଢ଼ିବ ବର୍ଷା

ଭୁବନେଶ୍ୱର: ସକାଳ ୮ଟା ପରେ ମାଡ଼ି ଆସୁଛି ଖରା। ୧୦ଟା ବେଳକୁ ଟାଣ ଖରାରେ ତାତି ବଢ଼ୁଛି। ଦିନ ଯେତିକି ବଢ଼ୁଛି, ତାପମାତ୍ରା ସେତିକି ବଢ଼ିବା ସହ…

Read More

କେନ୍ଦୁଝରରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

କେନ୍ଦୁଝର: ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଉଭୟ ବାଇକ୍‌ରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା…

Read More

ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ, ବାଲିକୁଦା ସେତୁ ନିକଟରେ ଭୟ

ଯାଜପୁର: ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଗେଙ୍ଗୁଟି ନଦୀର ବାଲିକୁଦା ସେତୁ ନିକଟରେ କୁମ୍ଭୀର ଦେଖାଯିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି…

Read More

ନିଶାରେ ଭୟଙ୍କର କାଣ୍ଡ! ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଜଗତସିଂହପୁର: ନିଶାର କରୁଣ ପରିଣତି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବେନୁପୁର ଗ୍ରାମରେ ଗତକାଲି…

Read More

NH-16ରେ ଭୟାବହ ଦୁର୍ଘଟଣା: ଅଟୋକୁ ଧକ୍କା ଦେଇ ଡିଭାଇଡରରେ ପିଟିଲା କାର

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ଭୟାବହ ସଡ଼କ ଦୁର୍ଘଟଣା। ଧାମନଗର ଛକ ନିକଟରେ ଏକ ଅଟୋକୁ ଧକ୍କା ଦେବା ପରେ ଡିଭାଇଡରରେ ପିଟି ହୋଇଛି ଏକ…

Read More

ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ, ଆଉ ଫେରିଲାନି ଜୀବନ

ଗଜପତି: ଜୀବିକା ପାଇଁ ଦାଦନ ଖଟିବାକୁ ଘରୁ ବାହାରିଥିଲେ। ହେଲେ ଆଉ ଫେରିଲାନି ଜୀବନ। ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଗଜପତି…

Read More

ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଅଭିଯୁକ୍ତଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା। ଜେଲ୍‌ରେ ଥିବା ସମୟରେ ରୁନା ବଡ଼ ରଇତ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ଜେଲ୍‌…

Read More

ଟଙ୍କପାଣି ବ୍ରିଜ୍ ନିକଟରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଟଙ୍କପାଣି ବ୍ରିଜ୍ ନିକଟରେ ଯୁବକ ନିଖୋଜ ଘଟଣାରେ ଦୁଃଖଦ ଅନ୍ତ। ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନ୍ ପରେ ଭବାନୀ ଶଙ୍କର ଖଟେଇଙ୍କ…

Read More

ଓଭରଟେକ୍ ବେଳେ ଭାରସାମ୍ୟ ହରାଇଲା ବସ୍, ବ୍ୟାରିକେଡ୍‌ ଉପରେ ଚଢ଼ିଗଲା

ଭୁବନେଶ୍ୱର: ଦ୍ରୁତ ଗତିରେ ଗାଡ଼ି ଚଳାଇବା ଓ ଓଭରଟେକ୍‌ କରିବା ଚକ୍କରରେ ଘଟିଲା ଦୁର୍ଘଟଣା। କଟକ-ଭୁବନେଶ୍ୱର ରାସ୍ତାର ଭାଣପୁର ନିକଟରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ ବସ୍‌…

Read More

ଟଙ୍କପାଣି ବ୍ରିଜ ଉପରେ ସ୍କୁଟି ରଖି ଯୁବକ ନିଖୋଜ, କୁଆଖାଇରେ ସର୍ଚ୍ଚ ଅପରେସନ

ଭୁବନେଶ୍ୱର: ଟଙ୍କପାଣି ବ୍ରିଜ ଉପରୁ ଜଣେ ଯୁବକ କୁଆଖାଇ ନଦୀକୁ ଯାଇ ନିଖୋଜ ହୋଇଥିବା ଘଟଣାକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ନିଖୋଜ ଯୁବକ ହେଲେ ଓଲ୍ଡ…

Read More
Social media & sharing icons powered by UltimatelySocial