ଭଡ଼ା ଘରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅକ୍ଷର ବ୍ୟୁରୋ: ପିପିଲି ସାତଶଙ୍ଖ ଅର୍ଜୁନସିଂପୁର ଗାଁରେ ସ୍ୱାମୀସ୍ତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୁତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବିବାହର ୭ଵର୍ଷ ପରେ ଉଭୟଙ୍କ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହେ ଉପୁଜୁଛି । ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଗାଁ ଠାରୁ ଅଳ୍ପ ଦୂରରେ ଭଡ଼ା ଘରେ ରହୁଥିଲେ । ମୁତ୍ୟୁର ରହସ୍ୟ ସୁଇସାଇଡ୍ ନୋଟ ଖୋଲିବ ବୋଲି ସୂଚନା ମିଳିଛି | ଘଟଣାସ୍ଥଳରେ ସାତଶଙ୍ଖ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)