ଅକ୍ଷର ବ୍ୟୁରୋ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଦୁଇ ଜଣ ସାମ୍ବାଦିକଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି । କଳିଙ୍ଗ ଟିଭିର ରିପୋର୍ଟର ଲକ୍ଷ୍ମଣ ଦାସ ଓ ନ୍ୟୂଜ ସେଭେନର କ୍ୟାମେରାମ୍ୟାନ ସଞ୍ଜୟ କୁମାର ବେହେରାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ। ପୃର୍ବ ଶତ୍ରୁତାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଛି ବୋଲି ସୂଚନା ମିଳିଛି | ଘଟଣାସ୍ଥଳରେ ପୋଲିସ ପହଁଚି ୨ ଜଣଙ୍କୁ ଉଦ୍ଧାର କରିବା ସହିତ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଦୁଇ ଜଣ ସାମ୍ବାଦିକଙ୍କୁ ଆକ୍ରମଣ, କଟକ ବଡ ମେଡିକାଲରେ ଭର୍ତ୍ତି












Leave a Reply