ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା:

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା । ଗଣତି ମଣତି ନେଇ ଚିଠା ମାର୍ଗଦର୍ଶିକା ବୈଠକର ଅନୁମୋଦିତ ହୋଇଛି । ଏହା ରାଜ୍ୟ ସରକାରଙ୍କୁ ପଠାଯିବ, ଅନୁମୋଦନ ମିଳିବା ପରେ ସ୍ପଷ୍ଟ ହେବ । ‘ଗଣତି ମଣତି ବେଳେ ଯେପରି ନୀତିକାନ୍ତି ପ୍ରଭାବିତ ନ ହେବ ତାହାକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଏନେଇ ଘୋଷଣା କରାଯିବ’ । ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ସେଟ୍‌‌ ତିଆରି ସିରିଛି, ଶୁଭ ଲଗ୍ନ ଦେଖି ଲାଗି ହେବ । ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲାଯିବ, ତିଥି ଲଗ୍ନ ଦେଖି ସ୍ଥିର କରାଯିବ ବୋଲି କହିଛନ୍ତି । ପ୍ରବେଶ ପାଇଁ ୧୦ ଟଙ୍କା ପଡ଼ିବ, ପିଲା ଓ ଦିବ୍ୟାଙ୍ଗଙ୍କୁ ଦେୟ ପଡ଼ିବନି । ରାଜସ୍ବ ବୃଦ୍ଧି ପାଇଁ ନୁହେଁ, ରେଗୁଲେସନ ପାଇଁ ୧୦ ଟଙ୍କା ଫି’ କରାଯାଇଛି’ । ‘୪ଟି ଭକ୍ତ ନିବାସରେ ପାର୍କିଂ ଫି’ ୫ ଶହରୁ ୨୪୦ ଟଙ୍କାକୁ ହ୍ରାସ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)