ଦେବଗଡ଼ ଜିଲ୍ଲାରେ ଓଡ଼ିଆ ପକ୍ଷ ନବମ ଦିବସ ପାଳନ ଅବସରରେ ଆସ ବହିଟିଏ କିଣିବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ବରେଣ୍ୟ ଅତିଥି ଭାରପ୍ରାପ୍ତ ଅଧ୍ୟକ୍ଷ ପୌରପରିଷଦ ପ୍ରଜିତ ଭୋଜ, ଜିଲ୍ଲା ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ, ପିଏ ଆଇ ଟି ଡି ଏ ସଂଧ୍ୟା ମାଝୀ ପ୍ରମୁଖ ଉପସ୍ଥିତ ରହି ଫିତା କାଟି ଶୁଭାରମ୍ଭ କରିଥିଲେ । ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ର ଛାତ୍ରୀ ଓ ଜନସାଧାରଣ ଏହି ଅଭିଯାନ ରେ ସାମିଲ ହୋଇ ବହି କ୍ରୟ କରିଥିଲେ ।
ଦେବଗଡ଼ ଜିଲ୍ଲାରେ ଆସ ବହିଟିଏ କିଣିବା ଅଭିଯାନ ଅନୁଷ୍ଠିତ












Leave a Reply