ପାଟନା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ ମୀନାକ୍ଷି ଏମ୍‌ ରାୟ ।

ଅକ୍ଷର ବ୍ୟୁରୋ: ପାଟନା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମୀନାକ୍ଷି ମଦନ ରାୟ । ସୁପ୍ରିମ‌କୋର୍ଟ କଲେଜିୟମ୍‌ ସିକ୍କିମ ହାଇକୋର୍ଟର ବିଚାରପତି ତାଙ୍କୁ ଏହି ପଦରେ ନିଯୁକ୍ତି କରିବାକୁ ସୁପାରିସ କରିଛନ୍ତି । ବର୍ତ୍ତମାନର ମୁଖ୍ୟ ବିଚାରପତି ଜୁନ୍‌ ୪ ତାରିଖରେ ଅବସର ନେବେ । ଏହାପୂର୍ବରୁ ସୁପ୍ରିମ‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ମେ ୨୨ ତାରିଖରେ କଲେଜିୟମ୍‌ର ବୈଠକ ଅନୁ‌‌ଷ୍ଠିତ ହୋଇଥିଲା । ଜଷ୍ଟିସ ମୀନାକ୍ଷି ଏମ୍‌ ରାୟ ସିକ୍କିମ ନ୍ୟାୟିକ ଇତିହାସରେ ପ୍ରଥମ ମହିଳା ବିଚାରପତି ଭାବେ ଦାୟିତ୍ୱ ନେବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)