ଅକ୍ଷର ବ୍ୟୁରୋ: ବଲାଙ୍ଗୀର ପୋଲିସକୁ ମିଳିଲା ବଡ଼ ସଫଳତା | ବଲାଙ୍ଗିର ଟିଟିଲାଗଡ଼ ରାସ୍ତାର ସ୍ମାର୍ଟ ପାର୍କ ନିକଟରେ କଫ ସିରଫ ଗାଡି ସହିତ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ l ୮୦୦ ରୁ ଅଧିକ କଫ୍ ସିରପ ଜବତ ହୋଇଥିବା ସୂଚନା ମିଳିଛି | ୫ ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଲାଙ୍ଗିର ଟାଉନ ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ବିପୁଳ ପରିମାଣର କଫ ସିରପ ଜବତ, ୫ ଗିରଫ













Leave a Reply