ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ଉପରେ GST ହାରର ସବୁଠାରୁ ବ୍ୟାପକ ପରିବର୍ତ୍ତନ ।

ଭାରତରେ ଦୁଗ୍ଧ କ୍ଷେତ୍ରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ୫୬ତମ ଜିଏସଟି ପରିଷଦ ୩ ସେପ୍ଟେମ୍ବର ୨୦୨୫ ରେ ଆୟୋଜିତ ବୈଠକରେ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ଉପରେ ବ୍ୟାପକ ପରିବର୍ତ୍ତନକୁ ଐତିହାସିକ ପଦକ୍ଷେପ ସ୍ୱରୂପ ଅନୁମୋଦନ କରିଛି । ଏହି ସଂସ୍କାରଗୁଡ଼ିକ ଏହି କ୍ଷେତ୍ରରେ GST ହାରର ସବୁଠାରୁ ବ୍ୟାପକ ପରିବର୍ତ୍ତନ ମଧ୍ୟରୁ ଗୋଟିଏ । ଏହା ନିଶ୍ଚିତ କରେ ଯେ ଅଧିକାଂଶ ଦୁଗ୍ଧ ଉତ୍ପାଦ ବର୍ତ୍ତମାନ ଟିକସ ମୁକ୍ତ କିମ୍ବା ମାତ୍ର ୫% ହାରରେ ରହିବ । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ୨୨ ସେପ୍ଟେମ୍ବର, ୨୦୨୫ ରୁ କାର୍ଯ୍ୟକାରୀ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)