ଅକ୍ଷର ବ୍ୟୁରୋ: ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ । ଆଜି ବୈଶାଖ କୃଷ୍ଣ ଚତୁର୍ଥୀରେ ଶ୍ରୀବିଗ୍ରହଙ୍କ ପଇତାଲାଗି ଅନୁଷ୍ଠିତ ହେବ । ଗୋଷ୍ଠୀଗତ ଭାବରେ ଦଇତାପତି ସେବକ ପଇତା ଲାଗି ନୀତି କରିବେ । ଶ୍ରୀଅଙ୍ଗରେ ସୁରକ୍ଷା ପାଇଁ ଏହି ପଇତା ଲାଗି ନୀତି ସମ୍ପନ୍ନ କରାଯାଇଥାଏ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟା ପରଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ; ପଇତା ଲାଗି ନୀତି ନେଇ ବନ୍ଦ ରହିବ ଦର୍ଶନ ।












Leave a Reply