ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ CBI ତଦନ୍ତ ଦାବି କଲେ ସୌମ୍ୟଙ୍କ ବାପା ।

ଅକ୍ଷର ବ୍ୟୁରୋ: ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ CBI ତଦନ୍ତ ଦାବି କଲେ ସୌମ୍ୟଙ୍କ ବାପା । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୌମ୍ୟଙ୍କ ବାପା । ମାମଲାରେ CBI ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ । ହତ୍ୟା ମାମଲାରେ ମାତ୍ର ୧୩ ଜଣଙ୍କ ଗିରଫକୁ ନେଇ ଉଠାଇଲେ ଆପତ୍ତି । ହତ୍ୟା ଘଟଣାରେ ପ୍ରାୟ ୪୦ଜଣଙ୍କ ସଂପୃକ୍ତି ଥିଲେ କହିଲେ ସୌମ୍ୟଙ୍କ ବାପା । ସେମାନଙ୍କୁ ଆଜୀବନ ଜେଲ୍ କିମ୍ବା ଫାଶୀଦଣ୍ଡ ଦେବାକୁ ମଧ୍ୟ ଦାବି କରିଛନ୍ତି । ଅନ୍ୟପଟେ ଆଜି ସୌମ୍ୟ ରଞ୍ଜନ ହତ୍ୟା ଘଟଣାକୁ ପୂରିଛି ଦଶ ଦିନ । ସୌମ୍ୟଙ୍କ ଗାଁରେ ଦଶାହ କର୍ମ ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)