ଅକ୍ଷର ବ୍ୟୁରୋ: ରଥଯାତ୍ରାର ପ୍ରସ୍ତୁତି ନେଇ ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ରଥଯାତ୍ରା ପ୍ରସ୍ତୁତି ବୈଠକ ରବିବାର ଅପରାହ୍ନ ସାଢ଼େ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ହେବ ବୋଲି ଜଣାପଡ଼ିଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଥିବା ବେଳେ ତାଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟ ଆଲୋଚନା ହେବାକୁ ସ୍ଥିର ହୋଇଛି । ଚଳିତ ବର୍ଷ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଅନୁମୋଦନ ତଥା ବିଶେଷ ଭାବେ ସ୍ନାନଯାତ୍ର, ରଥଯାତ୍ରା ଓ ବାହୁଡ଼ା ଯାତ୍ର ବ୍ୟବସ୍ଥାବଳୀ ଅନୁମୋଦନ ନିମନ୍ତେ ବସିବ ଛତିଶା ନିଯୋଗ ବୈଠକ ।
ଆଜି ବସିବ ଛତିଶା ନିଯୋଗ ବୈଠକ; ଚଳିତ ବର୍ଷର ସ୍ନାନଯାତ୍ର ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଅନୁମୋଦନ ।












Leave a Reply