‘ଆମ ବସ୍‌’ରେ ଯାତ୍ରା କରି ସ୍ଥିତି ପରଖିଲେ ପରିବହନ କମିଶନର ।

ଅକ୍ଷର ବ୍ୟୁରୋ: ‘ଆମ ବସ୍‌’ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର । ଯାତ୍ରୀମାନଙ୍କ ସହ ନିଜେ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ । ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଚାଳକଙ୍କୁ ବେଗ ବୃଦ୍ଧି ମନା । ବରିଷ୍ଠ ନାଗରିକ ସାମ୍ନା କରୁଥିବା ସମସ୍ୟା ନେଇ ଅବଗତ ହେଲେ । ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ କହିଲେ କମିଶନର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)