ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ନଟରାଜ ହଲ ନିକଟରେ ଏକ ଭଡା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି | ଶୁଖିଲା ରକ୍ତସ୍ରାବରେ ମୃତଦେହଟି ପଡିଛି | ମୃତ ଯୁବକ ଜଣକ ହେଲେ ଗୁଣପୁର ନିକଟସ୍ଥ ମାଛଖୁଣ୍ଟି ଗାଁର ଏମ .ଜଗଦୀଶ | ଏଣେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ଜଗଦୀଶଙ୍କ ପରିବାର ଲୋକେ | ଜଗଦୀଶଙ୍କ ସ୍ତ୍ରୀଙ୍କ ପତ୍ତା ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ତଦନ୍ତ କରୁଛି |
ପାରଳାଖେମୁଣ୍ଡି ନଟରାଜ ହଲ ନିକଟରେ ଏକ ଭଡା ଘରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର













Leave a Reply