ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତିଲିଙ୍ଗି ଛକରେ ଥିବା ଚା ଦୋକାନରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ୧୩ ବର୍ଷୀୟ ବାଦଲ ନିଆଁ ଭିତରେ ଫସି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ବଡ଼ଗଡ ଥାନା ଗାଙ୍ଗପୁର ଗାଁର ବାଦଲ ମୂଳି ଅଜାଘରକୁ ଖରା ଛୁଟିରେ ବୁଲିବାକୁ ଆସିଥିଲେ । ଘଟଣା ସ୍ଥଳରେ ସୋରଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାସ୍ଥଳରେ ସୋରଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |
ଚା’ ଦୋକାନରେ ଗ୍ୟାସ ଟାଙ୍କି ଫାଟି ୧୩ ବର୍ଷୀୟ ନାବାଳକ ଜୀବନ୍ତ ଦଗ୍ଧ












Leave a Reply