ଭୟଙ୍କର ସଡ଼କ ଦୁର୍ଘଟଣା: ହାଇୱା ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଉତ୍ତେଜନାରେ ରାସ୍ତାରୋକ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା କଲେଜ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗାମୀ ହାଇୱାର ଧକ୍କାରେ ଜଣେ ବାଇକ୍…

Read More

ଓଡ଼ିଶାକୁ ଐତିହାସିକ ବିଦେଶୀ ପୁଞ୍ଜିନିବେଶ; ୧.୦୧ ଲକ୍ଷ କୋଟିର ଏମଓୟୁ ସ୍ୱାକ୍ଷର, ସୃଷ୍ଟି ହେବ ୫୩,୫୦୦ ନିଯୁକ୍ତି

ଅକ୍ଷର ବ୍ୟୁରୋ: ଓଡ଼ିଶାର ଶିଳ୍ପ ଓ ଖଣି କ୍ଷେତ୍ର ପାଇଁ ଆସିଛି ଏକ ଐତିହାସିକ ଖବର। ରାଜ୍ୟରେ ୧ ଲକ୍ଷ ୧ ହଜାର କୋଟି ଟଙ୍କାର ବିଦେଶୀ…

Read More

ଘରୋଇ ମେସ୍‌ରୁ ରହସ୍ୟମୟ ଭାବେ ନିଖୋଜ ୪ ଛାତ୍ର; ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ଅଭିଭାବକ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଘରୋଇ ମେସ୍‌ରୁ ଏକାସାଙ୍ଗରେ ୪ ଜଣ ଛାତ୍ର ନିଖୋଜ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ…

Read More

ଲଗାଣ ବର୍ଷାରେ ଲମତାପୁଟ ଅସ୍ତବ୍ୟସ୍ତ; ରାସ୍ତା ଉପରେ ଭାଙ୍ଗିଲା ଗଛ, ବ୍ୟାହତ ହେଲା ବିଦ୍ୟୁତ ଓ ଯାତାୟାତ

ଅକ୍ଷର ବ୍ୟୁରୋ: ଲଗାତାର ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼…

Read More

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ; ଖରାପ ପାଗ ପାଇଁ ସ୍ଥଗିତ ହେଲା ୩ ଦିନିଆ କାର୍ଯ୍ୟକ୍ରମ

ଅକ୍ଷର ବ୍ୟୁରୋ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଧାରିତ ଓଡ଼ିଶା ଗସ୍ତ ବାତିଲ ହୋଇଛି। ରାଜ୍ୟରେ ଲାଗି ରହିଥିବା ଖରାପ ପାଗ ଓ…

Read More

୪ ଦିନ ସମୁଦ୍ର ମନା ! ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ସତର୍କତା; ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ କଡ଼ା ପରାମର୍ଶ

ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ଆଗାମୀ କିଛି ଦିନ ପାଗ ଅତ୍ୟନ୍ତ ଖରାପ ରହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୋଗରାଇ ମତ୍ସ୍ୟ ବିଭାଗ ମତ୍ସ୍ୟଜୀବୀଙ୍କ ପାଇଁ ୪ ଦିନର…

Read More

ଲଗାଣ ବର୍ଷା ପାଇଁ କନ୍ଧମାଳରେ ସବୁ ସ୍କୁଲ ବନ୍ଦ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଛୁଟି ଘୋଷଣା

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ…

Read More

ଝାରପଡ଼ା ଜେଲରେ HIV ପଜିଟିଭ କଏଦୀ ଚିହ୍ନଟ; ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ସକ୍ରିୟ ପ୍ରଶାସନ

ଅକ୍ଷର ବ୍ୟୁରୋ: ଭୁବନେଶ୍ୱରର ଝାରପଡ଼ା ସ୍ପେଶାଲ ଜେଲରେ ଜଣେ କଏଦୀ HIV ପଜିଟିଭ ଚିହ୍ନଟ ହେବା ପରେ ଜେଲ ପ୍ରଶାସନ ସତର୍କ ହୋଇପଡ଼ିଛି। ନିକଟରେ ଏକ ପୋକ୍ସୋ…

Read More

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଅକ୍ଷର ବ୍ୟୁରୋ: ଓଡ଼ିଶାର ବିକାଶ ଓ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ସନ୍ଧ୍ୟାରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

Read More

ବଙ୍ଗୋପସାଗରରେ କାଲି ସୃଷ୍ଟି ହୋଇପାରେ ଲଘୁଚାପ; ଓଡ଼ିଶାରେ ଆଉ ୫ ଦିନ ବର୍ଷା, ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଅକ୍ଷର ବ୍ୟୁରୋ: ଓଡ଼ିଶାରେ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ…

Read More
Social media & sharing icons powered by UltimatelySocial
Facebook
X (Twitter)