ଅକ୍ଷର ବ୍ୟୁରୋ: ରାଜଧାନୀରେ ପୀଡିତାଙ୍କ ଘରେ ରହି ତାଙ୍କୁ ଦୁଷ୍କର୍ମ ନେଇ ସାଙ୍ଘାତିକ ଅଭିଯୋଗ ଖଣ୍ଡଗିରି ଥାନାରେ ହୋଇଛି । ଏପରିକି ୫ ଲକ୍ଷ ଟଙ୍କା ନେବା ସହ ଗର୍ଭନଷ୍ଟ କରିବାକୁ ଚାପ ପକାଉଥିବା ଅଭିଯୋଗ କରାଯାଇଛି । ଏସବୁ ଜାଣିବା ପରେ ମଧ୍ୟ ତାକୁ ଘରେ ରହିବାକୁ ସୁଯୋଗ ଦେଇଥିଲେ ପୀଡିତା ଜଣକ । ଅଭିଯୁକ୍ତ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ଅଭିଯୁକ୍ତ ବାସୁଆଘାଇର ଅମିତାଭ ପ୍ରଧାନକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ପୂର୍ବରୁ ତା ନାଁରେ ବହୁ କେସ ରହିଛି ।
ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ୍ ।












Leave a Reply