ଅକ୍ଷର ବ୍ୟୁରୋ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରୁ ଯାଜପୁର ରାସ୍ତାର ମାଳଦା ନିକଟରେ ହଠାତ ଜଳିଗଲା କାର । କାରଟି ଯାଜପୁରରୁ ମାଳଦା ଆସୁଥିଲା ବେଳେ ଆପେ ଆପେ ଜଳିଗଲା | ମାଳଦା ନିକଟରେ ଗାଡିରୁ ଧୁଆଁ ବାହାରିବା ସହ ଗରମ ଅନୁଭବ କରିବା ଯୋଗୁଁ ପରିବାର ଲୋକେ ଗାଡ଼ିରୁ ବାହାରି ଆସିଥିଲେ । ପରେ ହଠାତ ଗାଡ଼ିରେ ଆପେ ଆପେ ନିଆଁ ଲାଗି ଯାଇଥିଲା । ଗାଡ଼ିରେ ଥିବା ୩ ଯାତ୍ରୀ ବାହାରି ଆସିଥିବାରୁ ସୁରକ୍ଷିତ ଅଛନ୍ତି ।
ରାସ୍ତାରେ ହଠାତ ଜଳିଗଲା କାର; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ















Leave a Reply