ଅକ୍ଷର ବ୍ୟୁରୋ: ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଲକ୍ଷ ଲକ୍ଷ ଟଙ୍କାର କଞ୍ଚାମାଲ ଜଳିଯାଇଛି | ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି।
ଦିଲ୍ଲୀ ନରେଲା ଶିଳ୍ପାଞ୍ଚଳ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ












Leave a Reply