ରଜ ପୂର୍ବରୁ ଓଡ଼ିଶା ଛୁଇଁପାରେ ମୌସୁମୀ

ଅକ୍ଷର ବ୍ୟୁରୋ: ୨ ରୁ ୩ ଦିନ ଭିତରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁବ ।ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଜୁନ୍ ୮ ରୁ ୧୨ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୌସୁମୀ ବାୟୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳକୁ ମୌସୁମୀ ସକ୍ରିୟ ହୋଇସାରିଛି । ଓଡ଼ିଶାରେ ପ୍ରବେଶ କଲା ପରେ ମୌସୁମୀ ଧୀରେ ଧୀରେ ସାରା ରାଜ୍ୟକୁ ବ୍ୟାପିବ। ଆସନ୍ତା ୧୪ ତାରଖ ଯାଏ ପୁରା ଓଡ଼ିଶାରେ କାଳବୈଶାଖୀ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)