ରାଜଧାନୀରେ ଲଜ୍ଜା; ପାର୍ଟ ଟାଇମ୍ ଚାକିରି ଖୋଜୁଥିବା ଯୁବତୀଙ୍କୁ ପାର୍ଲରକୁ ଡାକି ଦୁଷ୍କର୍ମ

ଅକ୍ଷର ବ୍ୟୁରୋ: ଖଣ୍ଡଗିରି ଅଞ୍ଚଳରେ ପାର୍ଟ ଟାଇମ୍ ଚାକିରି ଖୋଜୁଥିବା ଯୁବତୀଙ୍କୁ ଚାକିରି ଆଳରେ ପାର୍ଲରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପାର୍ଲର ମାଲିକକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଛି ପୋଲିସ । ପୀଡ଼ିତା ଜଣଙ୍କ ବାଲେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)