ଆଜି ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ‘ଉଦ୍-ଉଜ୍-ଜୁହା’; ଭାଇଚାରାର ସହର କଟକରେ ସୁରକ୍ଷା ନେଇ ବ୍ୟାପକ ବ୍ୟବସ୍ଥା ।

ଅକ୍ଷର ବ୍ୟୁରୋ: ଆଜି ମୁସଲିମ ସଂପ୍ରଦାୟ ଲୋକଙ୍କ ତ୍ୟାଗର ପର୍ବ ‘ଇଦ୍-ଉଲ୍-ଜୁହା’ । ସାରା ଦେଶ ସମେତ ରାଜ୍ୟରେ ପାଳନ ହେଉଛି ମୁସଲିମ ଧର୍ମାବଲମ୍ବୀଙ୍କ ଏହି ପବିତ୍ର…

Read More

କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଆଗରେ ଚାରିଶହ ଉର୍ଦ୍ଧ୍ୱ ଆଟେଣ୍ଡାଣ୍ଟ, ହାଉସକିପିଙ୍ଗ ଷ୍ଟାଫଙ୍କ ପ୍ରତିବାଦ !

ଅକ୍ଷର ବ୍ୟୁରୋ: କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଆଗରେ ପ୍ରତିବାଦ । ବକେୟା ଦରମା ଦାବିରେ ହସ୍ପିଟାଲ ଆଟେଣ୍ଡାଣ୍ଟଙ୍କ ଧାରଣା । କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି…

Read More

କଟକ ସଦର ଥାନା ଅନ୍ତର୍ଗତ ଚନ୍ଦନ ଯାତ୍ରାରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ; ଦୁଇ ଜଣ ଗୁରୁତର ଭାବେ ଆହତ ।

ଅକ୍ଷର ବ୍ୟୁରୋ: କଟକ ସଦର ଥାନା ଅନ୍ତର୍ଗତ ପୁରୁଣା କାଚରାମାଳ ଚନ୍ଦନ ଯାତ୍ରାରେ ଖଣ୍ଡାରେ ଆକ୍ରମଣ । ଜଣେ ଯୁବକ ଗାଡିରେ ଆସି ମରଣାନ୍ତକ ଆକ୍ରମଣ କରିଥିବା…

Read More

ମରଣାନ୍ତକ ଆକ୍ରମଣର ଶିକାର ହେଲା ପୋଲିସ୍; ୫ଜଣ ଆହତ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ।

ଅକ୍ଷର ବ୍ୟୁରୋ: ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛି ପୋଲିସ୍ । ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି…

Read More

୬୦ ନମ୍ବର ରାଜ୍ୟ ରାଜପଥରୁ ୫୦୦ ସିଲିଣ୍ଡର ଜବତ କଲା ପୋଲିସ୍ ।

ଅକ୍ଷର ବ୍ୟୁରୋ: ୫୦୦ ସିଲିଣ୍ଡର ଜବତ କଲା କଟକ ସଦର ପୋଲିସ । ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ଖୁଲମ୍ ଖୁଲା ଚାଲିଥିଲା ଏହି…

Read More

ଆସନ୍ତାକାଲି ଅକ୍ଷୟ ତୃତୀୟା; କଟକରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖରେ ଅକ୍ଷୟ ତୃତୀୟା । ଚାଷୀଙ୍କର ବଡ ପର୍ବ । ଏହି ଅବସରରେ କଟକରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ…

Read More

ବାରବାଟୀ ଷ୍ଟାଡିୟମ ନିକଟ ଫୁଡ୍ କୋର୍ଟ ଆବଣ୍ଟନରେ ଦୁର୍ନୀତି; ମେୟରଙ୍କ ନାଁରେ ଅଭିଯୋଗ ରଖିଲେ ବିଧାୟିକା ସୋଫିଆ ଫିର୍ଦୋସ ।

ଅକ୍ଷର ବ୍ୟୁରୋ: ସିଏମସି ଫୁଡ୍ କୋର୍ଟ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କଲେ ବିଧାୟିକା ସୋଫିଆ ଫିର୍ଦୋସ । ଏମିତିକି ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ…

Read More

କଟକରେ ନାବାଳିକାକୁ ଅପହରଣ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ; ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ।

ଅକ୍ଷର ବ୍ୟୁରୋ: କଟକର ଜଣେ ଛାତ୍ରୀଙ୍କୁ ଅପହରଣ କରି ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ମାଷ୍ଟର୍‌ମାଇଣ୍ଡକୁ ଗିରଫ…

Read More

ଏସ୍‌ସିବି ଆଇସିୟୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ; ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ୍ କରୁଛନ୍ତି ତଦନ୍ତ ।

ଅକ୍ଷର ବ୍ୟୁରୋ: ଏସ୍‌ସିବି ଆଇସିୟୁରେ ଅଗ୍ନିକାଣ୍ଡ ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏହାରି ଭିତରେ ଏସ୍‌ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାକୁ ଆଉ…

Read More

କଟକ ଜିଲ୍ଲା ଭାତପଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଓଭରଟେକ୍ କରିବା ବେଳେ ଭାରସାମ୍ୟ ହରାଇ ବିଲ ଭିତରକୁ ଖସିଲା ଦୁଇଟି ଯାତ୍ରୀବାହୀ ବସ୍ ।

ଅକ୍ଷର ବ୍ୟୁରୋ: କଟକ ଜିଲ୍ଲା ସାଲେପୁର ଥାନା ଭାତପଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବସ ମଧ୍ୟରେ ଘଟିଛି ଏହି ଦୁର୍ଘଟଣା…

Read More
Social media & sharing icons powered by UltimatelySocial