ପୁରୀରେ ମନ୍ଦିର ଚୋରି ଆତଙ୍କ; ହରିଶହଦେବ ରାଧାକୃଷ୍ଣ ମନ୍ଦିରରୁ ୧୩୦୦ ଗ୍ରାମ ରୂପା ମୁକୁଟ ସହ ନଗଦ ଲୁଟ୍, ଅଞ୍ଚଳରେ ଆତଙ୍କ

ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଶିଶୁଅ ପଞ୍ଚାୟତର ସାନଓଲ୍ଲା ଗାଁର ପ୍ରସିଦ୍ଧ ହରିଶହଦେବ ରାଧାକୃଷ୍ଣ ମନ୍ଦିରରେ ଏକ ବଡ଼ ଚୋରି ଘଟଣା ସାମ୍ନାକୁ…

Read More

ଶ୍ରୀମନ୍ଦିରରେ ଆଜି ରୁକ୍ମିଣୀ–କୃଷ୍ଣ ବିବାହ ମହୋତ୍ସବ: ଭକ୍ତି, ପରମ୍ପରା ଓ ଦିବ୍ୟ ମିଳନରେ ଝଲସୁଛି ପୁରୀ

ଅକ୍ଷର ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀର ପବିତ୍ର ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ଓ ଆକର୍ଷଣୀୟ ପରମ୍ପରା ରୁକ୍ମିଣୀ–ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ବିବାହ…

Read More

ପୁରୀରେ ଚାଞ୍ଚଲ୍ୟ ! ହୋଟେଲ ମାଲିକଙ୍କୁ ହତ୍ୟା ପରେ ଅଭିଯୁକ୍ତର ଏନ୍‌କାଉଣ୍ଟର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ

ଅକ୍ଷର ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ପୁଲିସର…

Read More

ବାଲି ବୋଝେଇ ହାଇୱାର ବେପରୁଆ ଚାଳନା; ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ ଓ ଶିଶୁ, ରାସ୍ତାରେ ତାତିଲେ ଗ୍ରାମବାସୀ

ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା ପିପିଲି ବ୍ଲକରେ ବେଆଇନ ବାଲି ଚାଲାଣକୁ କେନ୍ଦ୍ର କରି ପୁଣି ଥରେ ତେଜିଛି ଜନଅସନ୍ତୋଷ। ଜଗନ୍ନାଥପୁର-ପାରିଚଅର ମୁଖ୍ୟ ରାସ୍ତାର ଗଙ୍ଗାପଡ଼ା ଛକରେ…

Read More

ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଭିଡ଼ ନିୟନ୍ତ୍ରଣ ପାଇଁ ୪୭୩ ସିସିଟିଭି, ୩୭୦ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଯୋଜନା

ଅକ୍ଷର ବ୍ୟୁରୋ: ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଆୟୋଜିତ ଦ୍ୱିତୀୟ ସମନ୍ୱୟ ସଭା ଆଜି ଶେଷ ହୋଇଛି। ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭିଡ଼ ନିୟନ୍ତ୍ରଣ,…

Read More

ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଆଜି ପୁରୀରେ ଦ୍ୱିତୀୟ ସମନ୍ୱୟ ବୈଠକ, ସୁରକ୍ଷା ଓ ଶୃଙ୍ଖଳା ଉପରେ ଫୋକସ୍

ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ପୁରୀରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ପୁରୀରେ…

Read More

ଶ୍ରୀକ୍ଷେତ୍ର ପୁରୀରେ ବାବା ରାମଦେବ: ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କଲେ

ଅକ୍ଷର ବ୍ୟୁରୋ: ଯୋଗଗୁରୁ ବାବା ରାମଦେବ ଶ୍ରୀକ୍ଷେତ୍ର ପୁରୀ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ,…

Read More

ରାଷ୍ଟ୍ରପତିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଓ ଧମକ ଅଭିଯୋଗ, କଣାସ ଥାନାରେ ଏତଲା; କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି କର୍ମୀ

ଅକ୍ଷର ବ୍ୟୁରୋ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବା ସହ ଫୋନ୍‌ରେ ଧମକ ଦେଇଥିବା ଅଭିଯୋଗକୁ ନେଇ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଚର୍ଚ୍ଚା ଜୋର…

Read More

ପୁରୀରେ ଚାଞ୍ଚଲ୍ୟ ! ନିଶାଖୋର ପୁଅର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଜୀବନ ହାରିଲେ ଦମ୍ପତି

ଅକ୍ଷର ବ୍ୟୁରୋ: ପୁରୀ ସହରରେ ଏକ ହୃଦୟବିଦାରକ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ନିଜ ପୁଅର ନିଶା ଅଭ୍ୟାସ ଏବଂ ତାହାକୁ କେନ୍ଦ୍ର କରି ଘରେ…

Read More

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଚାଞ୍ଚଲ୍ୟ: ଆର୍ମି ଅଫିସର ବେଶରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସନ୍ଦିଗ୍ଧ ଅଟକ

ଅକ୍ଷର ବ୍ୟୁରୋ: ପବିତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଭିତରେ ପୁଣି ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆର୍ମି ଅଫିସର ବେଶରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା…

Read More
Social media & sharing icons powered by UltimatelySocial