ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ଆକ୍ରମଣ ଘଟଣା । ଆକ୍ରମଣ କରିଥିବା କିନ୍ନରକୁ ବାନ୍ଧିଛି ନୟାପଲ୍ଲୀ ଥାନା ପୁଲିସ । ୨ ଦିନ ତଳେ ସିଆରପି ଛକରେ ମାଡ଼ ମାରି ଲହୁ ଲୁହାଣ କରିଥିଲା କିନ୍ନର । ଏହାପରେ ରାସ୍ତାରେ ଯୁବକ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ କେହି ଉଦ୍ଧାର କରିନଥିଲେ । ଶେଷରେ ଆକ୍ରମଣର ଶିକାର ଯୁବକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଆଜି ୧୮ ବର୍ଷରୁ କମ୍ ବୟସର କିନ୍ନରକୁ ଗିରଫ କରିଛି ନୟାପଲ୍ଲୀ ପୁଲିସ।
ରାଜଧାନୀରେ ଯୁବକଙ୍କୁ ଆକ୍ରମଣ , କିନ୍ନର ଗିରଫ













Leave a Reply