ଆଜି ବିଧାନସଭା ମୌସୁମୀ ଅଧିବେଶନ ଷଷ୍ଠ ଦିବସ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ । ବିଧାନସଭା ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଗୃହ ମଧ୍ୟ ଭାଗକୁ ଯାଇ ନାରାବାଜି କରିବା ସହ ରାଜ୍ୟରେ ନାରୀ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଗୃହରେ ପ୍ରତିବାଦ କରିଥିଲେ । କଂଗ୍ରେସ ବିରୋଧ ସତ୍ତ୍ଵେ ଚାଲିଥିଲା ପ୍ରଶ୍ନକାଳ । ଗୃହରେ ଉତ୍ତର ରଖୁଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏହାପରେ କଂଗ୍ରେସ ବିଧାୟକଙ୍କୁ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ବିରୋଧି ବାଚସ୍ପତିଙ୍କ କଥା ନ ଶୁଣିବାରୁ ପରେ ବାଚସ୍ପତି ବାଧ୍ୟ ହୋଇ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ
ମୌସୁମୀ ଅଧିବେଶନର ଷଷ୍ଠ ଦିବସରେ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।












Leave a Reply