ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କୁ ପୁନଃ ଦାୟିତ୍ୱ ।

ଅକ୍ଷର ବ୍ୟୁରୋ: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କୁ ପୁନଃ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ଜଳସମ୍ପଦ ବିଭାଗ ଓଏସ୍‌ଡି ଭାବେ ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର । ଦାୟିତ୍ୱ ପ୍ରଦାନ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖର ପାଢ଼ୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ସରକାର । ତେବେ ଅବସାର ପାପ୍ତ ଅଧିକାରୀଙ୍କ ଉପରେ ସରକାର ପୁଣି ଭରସା କରିଛନ୍ତି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ଗତ ଜୁଲାଇ ମାସରେ ଅବସର ନେବା ପରେ ତାଙ୍କୁ ୬ ମାସ ପାଇଁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୬ ମାସ ପରେ ଆଉ ଥରେ ତାଙ୍କୁ ପୁନଃ ନିଯୁକ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)