ଦଶପଲ୍ଲାରେ ଚାଞ୍ଚଲ୍ୟ, ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା

ଅକ୍ଷର ବ୍ୟୁରୋ: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ଗାଁରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି | ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଗତକାଲି ରାତିରେ ମହିଳା ଜଣଙ୍କ ଦୋକାନକୁ ଆସି ଆଉ ଫେରି ନଥିଲା ବେଳେ ଆଜି ତାଙ୍କର ମୃତଦେହ ଦେଖି ପୁଲିସକୁ ଗ୍ରାମବାସୀ ଖବର ଦେଇଥିଲେ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)